ଅର୍ଧେନ୍ଦୁଙ୍କ ନୂଆ ସିନେମା
ଆଲେଖ୍ୟ: ଶ୍ୟାମା ପ୍ରସାଦ ମିଶ୍ର
ଆଦିଲକ୍ଷ୍ମୀ ପ୍ରଡ଼କ୍ସନ ବ୍ୟାନର ରେ ଶ୍ରୀ ଆଦିକନ୍ଦ ସାହୁ ପ୍ରଯୋଜିତ ଅର୍ଧେନ୍ଦୁ ସାହୁ.ଏଲିନା ଅଭିନୀତ ନୂଆ ଫିଲ୍ମର ନାମ ଘୋଷଣା ଖୁବ ଶୀଘ୍ର ହେବ. Z ସାର୍ଥକ ସହିତ ସହଭାଗିତାରେ ହେଉଥିବା ସିନେମାଟିର ନିର୍ଦେଶକ ଅଛନ୍ତି,ସାଇ ମଙ୍ଗରାଜ.DOP ଅଛନ୍ତି ପ୍ରତାପ ରାଉତ.
ରାମୋଜୀ ଫିଲ୍ମ ସିଟିରେ ଏହି ଫିଲ୍ମ ର ଅନେକ ଦୃଶ୍ୟ ଶୂଟିଙ୍ଗ ହୋଇଥିବାବେଳେ Amara Muzik ଏହାର ଗୀତ ଗୁଡିକ ନିଜ ଡିଜିଟାଲ ଚ୍ୟାନେଲରେ ପ୍ରଦର୍ଶିତ କରାଇବେ. ଦଶହରା ରେ ଏହି ଫିଲ୍ମ ରିଲିଜ ହେବ.
