ଅନୁପମ କରିବେନି ଫିଲ୍ମ ‘ରାବଣ’
Written by: Shyama Prasad Mishra
——
ଏ ଖବର ଆଜି ସକାଳୁ viral ହେବାରେ ଲାଗିଛି. କାରଣ ଅନୁପମ ପଟ୍ଟନାୟକ ଙ୍କ production ର ଏହା ଏକ ବଡ଼ project ଥିଲା.ମୋ ତଥ୍ୟ ଅନୁସାରେ,ଏ ଖବର ଶତ ପ୍ରତିଶତ ସତ. ତେବେ ଏପରି ଆଗରୁ କୌଣସି ପ୍ରଯୋଜକ ଙ୍କ ସହିତ ହୋଇନି କହିବା ଠିକ ହେବନି. ଜଣେ ଭଲ ପ୍ରଯୋଜକଙ୍କ ପାଇଁ ଏପରି ଘଟଣା ବା ଅଭିଜ୍ଞତା କିଛି ନୂଆ ନୁହେଁ. ଅନୁପମ ପଟ୍ଟନାୟକ ଜଣେ ଭଲ ଫିଲ୍ମ ପ୍ରଯୋଜକ ଓ ନିର୍ଦେଶକ.ଏ ଘଟଣା ତାଙ୍କର ଫିଲ୍ମ career ଉପରେ କିଛି ବି ଫରକ ପଡ଼ିବନି.ସେ ଜାଣିଛନ୍ତି ଭଲ /ହିଟ ସିନେମା କେମିତି ହୁଏ.. ଅନ୍ୟ ଅଭିନେତାଙ୍କୁ ନେଇ ସେ’ ମଧ୍ୟ ହିଟ ଫିଲ୍ମ ଦେଇପାରିବେ.

